ପ୍ରଥମ ବଂଶାବଳୀ 2 : 1 (ORV)
ଏମାନେ ଇସ୍ରାଏଲର ପୁତ୍ରଗଣ; ଯଥା ରୁବେନ୍, ଶିମୀୟୋନ୍, ଲେବୀ ଓ ଯିହୁଦା, ଇଷାଖର ଓ ସବୂଲୁନ୍;
ପ୍ରଥମ ବଂଶାବଳୀ 2 : 2 (ORV)
ଦାନ, ଯୋଷେଫ ଓ ବିନ୍ୟାମୀନ୍, ନପ୍ତାଲି, ଗାଦ୍ ଓ ଆଶେର୍ ।
ପ୍ରଥମ ବଂଶାବଳୀ 2 : 3 (ORV)
ଯିହୁଦାର ପୁତ୍ରଗଣ; ଯଥା ଏର୍ ଓ ଓନନ୍ ଓ ଶେଲା; ତାହାର ଏହି ତିନି ପୁତ୍ର କିଣାନୀୟା ବତ୍ଶୂୟାଠାରୁ ଜାତ ହୋଇଥିଲେ । ଯିହୁଦାର ଜ୍ୟେଷ୍ଠ ପୁତ୍ର ଏର୍ ସଦାପ୍ରଭୁଙ୍କ ଦୃଷ୍ଟିରେ ଦୁଷ୍ଟ ଥିଲା; ଏଣୁ ସେ ତାହାକୁ ସଂହାର କଲେ ।
ପ୍ରଥମ ବଂଶାବଳୀ 2 : 4 (ORV)
ପୁଣି ଯିହୁଦାର ପୁତ୍ରବଧୁ ତାମର ତାହାର ଔରସରେ ପେରସ ଓ ସେରହକୁ ପ୍ରସବ କଲା । ଯିହୁଦାର ସର୍ବସୁଦ୍ଧା ପାଞ୍ଚ ପୁତ୍ର ଥିଲେ ।
ପ୍ରଥମ ବଂଶାବଳୀ 2 : 5 (ORV)
ପେରସର ସନ୍ତାନ ହିଷ୍ରୋଣ ଓ ହାମୂଲ୍ ।
ପ୍ରଥମ ବଂଶାବଳୀ 2 : 6 (ORV)
ପୁଣି ସେରହର ସନ୍ତାନ ସିମ୍ରି ଓ ଏଥନ୍ ଓ ହେମନ୍ ଓ କଲ୍‍କୋଲ୍ ଓ ଦେରା; ସର୍ବସୁଦ୍ଧା ପାଞ୍ଚ ଜଣ ।
ପ୍ରଥମ ବଂଶାବଳୀ 2 : 7 (ORV)
କମର ପୁତ୍ର ଆଖର ଇସ୍ରାଏଲର ଦୁଃଖଦାୟକ ଥିଲା, ସେ ବର୍ଜିତ ଦ୍ରବ୍ୟ ବିଷୟରେ ସତ୍ୟଲଙ୍ଘନ କରିଥିଲା ।
ପ୍ରଥମ ବଂଶାବଳୀ 2 : 8 (ORV)
ପୁଣି ଏଥନ୍ର ପୁତ୍ର ଅସରୀୟା ।
ପ୍ରଥମ ବଂଶାବଳୀ 2 : 9 (ORV)
ଆଉ ହିଷ୍ରୋଣର ଔରସଜାତ ପୁତ୍ର ଯିରହମେଲ୍ ଓ ରାମ୍ ଓ କାଲୁବାୟ,
ପ୍ରଥମ ବଂଶାବଳୀ 2 : 10 (ORV)
ପୁଣି ରାମ୍ ଅମ୍ମୀନାଦବକୁ ଜାତ କଲା; ପୁଣି ଅମ୍ମୀନାଦବ୍ ଯିହୁଦା-ସନ୍ତାନଗଣର ଅଧିପତି ନହଶୋନକୁ ଜାତ କଲା ।
ପ୍ରଥମ ବଂଶାବଳୀ 2 : 11 (ORV)
ଆଉ ନହଶୋନ୍ ସଲ୍ମାକୁ ଜାତ କଲା ଓ ସଲ୍ମା ବୋୟଜକୁ ଜାତ କଲା;
ପ୍ରଥମ ବଂଶାବଳୀ 2 : 12 (ORV)
ବୋୟଜ ଓବେଦ୍କୁ ଜାତ କଲା, ଓବେଦ୍ ଯିଶୀକି ଜାତ କଲା ।
ପ୍ରଥମ ବଂଶାବଳୀ 2 : 13 (ORV)
ପୁଣି ଯିଶୀ ଆପଣା ଜ୍ୟେଷ୍ଠ ଇଲୀୟାବକୁ ଓ ଦ୍ଵିତୀୟ ଅବୀନାଦବକୁ ଓ ତୃତୀୟ ଶମ୍ମକୁ;
ପ୍ରଥମ ବଂଶାବଳୀ 2 : 14 (ORV)
ଚତୁର୍ଥ ନଥନେଲକୁ, ପଞ୍ଚମ ରଦ୍ଦୟକୁ;
ପ୍ରଥମ ବଂଶାବଳୀ 2 : 15 (ORV)
ଷଷ୍ଠ ଓତ୍ସମକୁ, ସପ୍ତମ ଦାଉଦଙ୍କୁ ଜାତ କଲା;
ପ୍ରଥମ ବଂଶାବଳୀ 2 : 16 (ORV)
ପୁଣି ସରୁୟା ଓ ଅବୀଗଲ ସେମାନଙ୍କର ଭଗିନୀ ଥିଲେ । ଆଉ ଅବୀଶୟ ଓ ଯୋୟାବ ଓ ଅସାହେଲ୍, ଏ ତିନି ସରୁୟାର ପୁତ୍ର ।
ପ୍ରଥମ ବଂଶାବଳୀ 2 : 17 (ORV)
ପୁଣି ଅବୀଗଲ ଅମାସାକୁ ଜାତ କଲାନ୍ତଏହି ଅମାସାର ପିତା ଇଶ୍ମାଏଲୀୟ ଯେଥର ଥିଲା ।
ପ୍ରଥମ ବଂଶାବଳୀ 2 : 18 (ORV)
ଆଉ ହିଷ୍ରୋଣର ପୁତ୍ର କାଲେବ୍ ଆପଣା ଭାର୍ଯ୍ୟା ଅସୂବାର ଔରସରେ ଓ ଯିରୀୟୋତର ଔରସରେ ସନ୍ତାନଗଣ ଜାତ କଲା; ଯେଶର ଓ ଶୋବବ୍ ଓ ଅର୍ଦୋନ୍, ଏମାନେ ଅସୂବାର ପୁତ୍ର ।
ପ୍ରଥମ ବଂଶାବଳୀ 2 : 19 (ORV)
ପୁଣି ଅସୂବା ମଲା ଉତ୍ତାରେ କାଲେବ୍ ଇଫ୍ରାଥାକୁ ବିବାହ କଲା, ସେ ହୂରକୁ ପ୍ରସବ କଲା ।
ପ୍ରଥମ ବଂଶାବଳୀ 2 : 20 (ORV)
ପୁଣି ହୂର ଊରିକି ଜାତ କଲା ଓ ଊରି ବତ୍ସଲେଲକୁ ଜାତ କଲା ।
ପ୍ରଥମ ବଂଶାବଳୀ 2 : 21 (ORV)
ଏଥିଉତ୍ତାରେ ହିଷ୍ରୋଣ୍ ଗିଲୀୟଦର ପିତା ମାଖୀରର କନ୍ୟାର ସହବାସ କଲା; ସେ ଆପଣାର ଷାଠିଏ ବର୍ଷ ବୟସରେ ସେ ସ୍ତ୍ରୀକି ବିବାହ କରିଥିଲା; ତହିଁରେ ସେ ସ୍ତ୍ରୀ ତାହାର ଔରସରେ ସଗୂବକୁ ପ୍ରସବ କଲା ।
ପ୍ରଥମ ବଂଶାବଳୀ 2 : 22 (ORV)
ସଗୂବ ଯାୟୀରକୁ ଜାତ କଲା, ତାହାର ଗିଲୀୟଦ ଦେଶରେ ତେଇଶ ନଗର ଥିଲା ।
ପ୍ରଥମ ବଂଶାବଳୀ 2 : 23 (ORV)
ଆଉ ଗଶୂର ଓ ଅରାମ୍ ଯାୟୀରର ଗ୍ରାମସବୁ ସେମାନଙ୍କ ହସ୍ତରୁ ହରଣ କଲେ, ତହିଁ ସଙ୍ଗେ କନାତ୍ ଓ ତହିଁର ଗ୍ରାମ ପ୍ରଭୃତି ଷାଠିଏ ନଗର ନେଲେ । ଏସମସ୍ତେ ଗିଲୀୟଦର ପିତା ମାଖୀରର ସନ୍ତାନ ଥିଲେ ।
ପ୍ରଥମ ବଂଶାବଳୀ 2 : 24 (ORV)
ପୁଣି ହିଷ୍ରୋଣ କାଲେବ୍-ଇଫ୍ରାଥାରେ ମଲା ଉତ୍ତାରେ ହିଷ୍ରୋଣର ଭାର୍ଯ୍ୟା ଅବୀୟାହ ତାହାର ଔରସରେ ତକୋୟର ପିତା ଅସ୍ହୂରକୁ ଜାତ କଲା ।
ପ୍ରଥମ ବଂଶାବଳୀ 2 : 25 (ORV)
ହିଷ୍ରୋଣର ପ୍ରଥମଜାତ ଯିରହମେଲର ଏହିସବୁ ସନ୍ତାନ ଥିଲେ, ପ୍ରଥମଜାତ ରାମ୍, ତହିଁ ଉତ୍ତାରେ ବୂନା ଓ ଓରଣ ଓ ଓତ୍ସମ୍ ଓ ଅହୀୟ ।
ପ୍ରଥମ ବଂଶାବଳୀ 2 : 26 (ORV)
ପୁଣି ଯିରହମେଲର ଅନ୍ୟ ଏକ ଭାର୍ଯ୍ୟା ଥିଲା, ତାହାର ନାମ ଅଟାରା; ସେ ଓନମର ମାତା ।
ପ୍ରଥମ ବଂଶାବଳୀ 2 : 27 (ORV)
ଆଉ ଯିରହମେଲର ପ୍ରଥମଜାତ ଅରାମର ପୁତ୍ର ମାଷ୍ ଓ ଯାମୀନ୍ ଓ ଏକର ।
ପ୍ରଥମ ବଂଶାବଳୀ 2 : 28 (ORV)
ଆଉ ଓନମର ପୁତ୍ର ଶମ୍ମୟ ଓ ଯାଦା; ଆଉ ଶମ୍ମୟର ପୁତ୍ର ନାଦବ୍ ଓ ଅବୀଶୂର ।
ପ୍ରଥମ ବଂଶାବଳୀ 2 : 29 (ORV)
ଅବୀଶୂରର ଭାର୍ଯ୍ୟାର ନାମ ଅବୀହୟିଲ୍ ଓ ସେ ତାହାର ଔରସରେ ଅହବାନ୍ ଓ ମୋଲୀଦକୁ ଜାତ କଲା ।
ପ୍ରଥମ ବଂଶାବଳୀ 2 : 30 (ORV)
ପୁଣି ନାଦବର ପୁତ୍ର ସେଲଦ୍ ଓ ଅପ୍ପୟିମ୍; ମାତ୍ର ସେଲଦ୍ ନିଃସନ୍ତାନ ହୋଇ ମଲା ।
ପ୍ରଥମ ବଂଶାବଳୀ 2 : 31 (ORV)
ଆଉ ଅପ୍ପୟିମର ପୁତ୍ର ଯିଶୟି, ପୁଣି ଯିଶୟିର ପୁତ୍ର ଶେଶନ୍ । ଶେଶନ୍ର ପୁତ୍ର ଅହଲୟ ।
ପ୍ରଥମ ବଂଶାବଳୀ 2 : 32 (ORV)
ପୁଣି ଶମ୍ମୟର ଭ୍ରାତା ଯାଦାର ସନ୍ତାନ ଯେଥର ଓ ଯୋନାଥନ୍; ଯେଥର ନିଃସନ୍ତାନ ହୋଇ ମଲା ।
ପ୍ରଥମ ବଂଶାବଳୀ 2 : 33 (ORV)
ପୁଣି ଯୋନାଥନ୍ର ପୁତ୍ର ପେଲତ୍ ଓ ସାସା, ଏସମସ୍ତେ ଯିରହମେଲର ସନ୍ତାନ ।
ପ୍ରଥମ ବଂଶାବଳୀ 2 : 34 (ORV)
ଶେଶନ୍ର ପୁତ୍ର ନ ଥିଲେ, କେବଳ କନ୍ୟା ଥିଲେ । ପୁଣି ଶେଶନ୍ର ଜଣେ ମିସ୍ରୀୟ ଦାସ ଥିଲା, ତାହାର ନାମ ଯାର୍ହା ।
ପ୍ରଥମ ବଂଶାବଳୀ 2 : 35 (ORV)
ଆଉ ଶେଶନ୍ ଆପଣା ଦାସ ଯାର୍ହା ସଙ୍ଗେ ଆପଣା କନ୍ୟାକୁ ବିବାହ ଦେଲା; ତହୁଁ ସେ ତାହାର ଔରସରରେ ଅତ୍ତୟକୁ ଯାତ କଲା ।
ପ୍ରଥମ ବଂଶାବଳୀ 2 : 36 (ORV)
ପୁଣି ଅତ୍ତୟ ନାଥନକୁ ଜାତ କଲା ଓ ନାଥନ ସାବଦକୁ ଜାତ କଲା,
ପ୍ରଥମ ବଂଶାବଳୀ 2 : 37 (ORV)
ସାବଦ୍ ଇଫ୍ଲଲକୁ ଜାତ କଲା ଓ ଇଫ୍ଲଲ ଓବେଦ୍କୁ ଜାତ କଲା;
ପ୍ରଥମ ବଂଶାବଳୀ 2 : 38 (ORV)
ଓବେଦ୍ ଯେହୂକୁ ଜାତ କଲା ଓ ଯେହୂ ଅସରୀୟକୁ ଜାତ କଲା;
ପ୍ରଥମ ବଂଶାବଳୀ 2 : 39 (ORV)
ପୁଣି ଅସରୀୟ ହେଲସ୍କୁ ଜାତ କଲା ଓ ହେଲସ୍ ଇଲୀୟାସାକୁ ଜାତ କଲା;
ପ୍ରଥମ ବଂଶାବଳୀ 2 : 40 (ORV)
ପୁଣି ଇଲୀୟାସା ସିସମୟକୁ ଜାତ କଲା ଓ ସିସମୟ ଶଲ୍ଲୁମ୍କୁ ଜାତ କଲା;
ପ୍ରଥମ ବଂଶାବଳୀ 2 : 41 (ORV)
ଶଲ୍ଲୁମ୍ ଯିକମୀୟକୁ ଜାତ କଲା ଓ ଯିକମୀୟ ଇଲୀଶାମାକୁ ଜାତ କଲା ।
ପ୍ରଥମ ବଂଶାବଳୀ 2 : 42 (ORV)
ଯିରହମେଲର ଭ୍ରାତା କାଲେବ୍ର ପୁତ୍ରଗଣ, ତାହାର ଜ୍ୟେଷ୍ଠ ପୁତ୍ର ମୋଶା ସୀଫ୍ର ପିତା ଥିଲା; ପୁଣି ହିବ୍ରୋଣର ପିତା ମାରେଶାର ପୁତ୍ରଗଣ ।
ପ୍ରଥମ ବଂଶାବଳୀ 2 : 43 (ORV)
ଆଉ ହିବ୍ରୋଣର ପୁତ୍ର କୋରହ ଓ ତପୂହ ଓ ରେକମ୍, ଶେମା ।
ପ୍ରଥମ ବଂଶାବଳୀ 2 : 44 (ORV)
ପୁଣି ଶେମା ଯର୍କିୟମର ପିତା ରହମକୁ ଜାତ କଲା ଓ ରେକମ୍ ଶମ୍ମୟକୁ ଜାତ କଲା ।
ପ୍ରଥମ ବଂଶାବଳୀ 2 : 45 (ORV)
ଆଉ ଶମ୍ମୟର ପୁତ୍ର ମାୟୋନ୍; ମାୟୋନ୍ ବୈଥ୍ସୂରର ପିତା ଥିଲା ।
ପ୍ରଥମ ବଂଶାବଳୀ 2 : 46 (ORV)
ପୁଣି କାଲେବ୍ର ଉପପନିୀ ଐଫା ହାରଣକୁ ଓ ମୋତ୍ସାକୁ ଓ ଗାସେସକୁ ଜାତ କଲା ।
ପ୍ରଥମ ବଂଶାବଳୀ 2 : 47 (ORV)
ଆଉ ଯେହଦୟର ପୁତ୍ର ରେଗମ୍ ଓ ଯୋଥମ୍ ଓ ଗେଶନ୍ ଓ ପେଲଟ ଓ ଐଫା ଓ ଶାଫ୍ ।
ପ୍ରଥମ ବଂଶାବଳୀ 2 : 48 (ORV)
ପୁଣି କାଲେବ୍ର ଉପପନିୀ ମାଖା ଶେବରକୁ ଓ ତିର୍ହନଃକୁ ପ୍ରସବ କଲା ।
ପ୍ରଥମ ବଂଶାବଳୀ 2 : 49 (ORV)
ଆହୁରି ସେ ମଦ୍ମନ୍ନାର ପିତା ଶାଫ୍କୁ, ମଗ୍ବେନାର ପିତା ଶିବାକୁ ଓ ଗିବୀୟାର ପିତାକୁ ପ୍ରସବ କଲା; ଆଉ ଆକ୍ଷା କାଲେବ୍ର କନ୍ୟା ଥିଲା ।
ପ୍ରଥମ ବଂଶାବଳୀ 2 : 50 (ORV)
କାଲେବ୍ର ସନ୍ତାନଗଣ; ଯଥା, ଇଫ୍ରାଥାର ପ୍ରଥମଜାତ ହୂରର ପୁତ୍ର ଶୋବଲ୍ କିରୀୟତ୍-ଯିୟାରୀମ୍ର ପିତା;
ପ୍ରଥମ ବଂଶାବଳୀ 2 : 51 (ORV)
ଶଲ୍ମ ବୈଥ୍ଲେହମ୍ର ପିତା, ହାରେଫ୍ ବୈଥ୍ଗାଦରର ପିତା;
ପ୍ରଥମ ବଂଶାବଳୀ 2 : 52 (ORV)
ଆଉ କିରୀୟତ୍-ଯିୟାରୀମ୍ର ପିତା ଶୋବଲର ପୁତ୍ରଗଣ ଥିଲେ; ହରାୟା ମନୁହୋଥର ଅର୍ଦ୍ଧାଂଶ ।
ପ୍ରଥମ ବଂଶାବଳୀ 2 : 53 (ORV)
ଆଉ କିରୀୟତ୍-ଯିୟାରୀମ୍ର ଗୋଷ୍ଠୀ; ଯିତ୍ରୀୟ ଓ ପୂଥୀୟ ଓ ଶୂମାଥୀୟ ଓ ମିଶ୍ରାୟୀୟମାନେ; ଏମାନଙ୍କ ଠାରୁ ସରାୟୀୟ ଓ ଇଷ୍ଟାୟୋଲୀୟମାନେ ଉତ୍ପନ୍ନ ହେଲେ ।
ପ୍ରଥମ ବଂଶାବଳୀ 2 : 54 (ORV)
ଶଲ୍ମର ସନ୍ତାନଗଣ; ଯଥା, ବୈଥ୍ଲେହେମ୍ ଓ ନଟୋଫାତୀୟମାନେ, ଅଟ୍ରୋତ୍ବେତ୍-ଯୋୟାବ ଓ ମନହୋତୀୟମାନଙ୍କ ଅର୍ଦ୍ଧାଂଶ, ସରିୟୀୟମାନେ ।
ପ୍ରଥମ ବଂଶାବଳୀ 2 : 55 (ORV)
ଆଉ ଯାବେସ୍ ନିବାସୀ ଲେଖକମାନଙ୍କ ଗୋଷ୍ଠୀ, ଯଥା, ତିରିୟାଥୀୟ, ଶିମିୟଥୀୟ, ସୂଖାଥୀୟମାନେ । ଏମାନେ ରେଖବ-ବଂଶର ପୂର୍ବପୁରୁଷ ହମ୍ମତଠାରୁ ଉତ୍ପନ୍ନ କୀନୀୟ ଲୋକ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55

BG:

Opacity:

Color:


Size:


Font: